You can not select more than 25 topics Topics must start with a letter or number, can include dashes ('-') and can be up to 35 characters long.
qubes-installer-qubes-os/po/or.po

352 lines
20 KiB

# translation of firstboot.master.or.po to Oriya
# This file is distributed under the same license as the PACKAGE package.
# Copyright (C) YEAR THE PACKAGE'S COPYRIGHT HOLDER.
#
# Subhransu Behera <sbehera@redhat.com>, 2006, 2007.
# Subhransu Behera <arya_subhransu@yahoo.co.in>, 2007.
# Manoj Kumar Giri <giri.manojkr@gmail.com>, 2008.
# Manoj Kumar Giri <mgiri@redhat.com>, 2008, 2009.
msgid ""
msgstr ""
"Project-Id-Version: firstboot.master.or\n"
"Report-Msgid-Bugs-To: \n"
"POT-Creation-Date: 2009-03-12 16:50-0400\n"
"PO-Revision-Date: 2009-03-31 15:00+0530\n"
"Last-Translator: Manoj Kumar Giri <mgiri@redhat.com>\n"
"Language-Team: Oriya <oriya-it@googlegroups.com>\n"
"MIME-Version: 1.0\n"
"Content-Type: text/plain; charset=UTF-8\n"
"Content-Transfer-Encoding: 8bit\n"
"X-Generator: KBabel 1.11.4\n"
"Plural-Forms: nplurals=2; plural=(n!=1);\n\n"
"\n"
"\n"
"\n"
"\n"
"\n"
"\n"
#: ../progs/firstboot:140
msgid "You must be root to run firstboot."
msgstr "firstboot ଚଲାଇବା ପାଇଁ ଆପଣଙ୍କୁ ମୁଖ୍ୟ ଚାଳକ ହୋଇଥିବା ଆବଶ୍ୟକ।"
#: ../progs/firstboot:163 ../progs/firstboot:164
msgid "Could not start any firstboot frontend."
msgstr "କୌଣସି firstboot ସାମ୍ନାପାଖ ଆରମ୍ଭ କରି ପାରିଲେ ନାହିଁ।"
#: ../progs/firstboot:180 ../progs/firstboot:181
msgid "No firstboot modules were found."
msgstr "କୌଣସି firstboot ଏକକାଂଶ ମିଳିଲା ନାହିଁ।"
#: ../progs/firstboot:190 ../progs/firstboot:191
msgid "Could not create any firstboot interface."
msgstr "କୌଣସି firstboot ଅନ୍ତରାପୃଷ୍ଠ ସୃଷ୍ଟିକରି ପାରିଲେ ନାହିଁ।"
#: ../firstboot/exceptionWindow.py:50
#, python-format
msgid "An error has occurred in the %s module."
msgstr "%s ଏକକାଂଶରେ ଗୋଟିଏ ତୃଟି ପରିଲକ୍ଷିତ ହେଲା।"
#: ../firstboot/exceptionWindow.py:51
#, python-format
msgid ""
"Since there is a problem with the %s module,\n"
"firstboot will not load this module and will\n"
"attempt to run the remaining modules."
msgstr ""
"ଯେହେତୁ %s ଏକକାଂଶରେ ଗୋଟିଏ ସମସ୍ୟା ଅଛି, \n"
"firstboot ଏହି ଏକକାଂଶକୁ ଧାରଣ କରିବ ନାହିଁ ଏବଂ \n"
"ବଳକା ଏକକାଂଶ ଗୁଡିକୁ ଚଳାଇବା ପାଇଁ ପ୍ରଚେଷ୍ଟା କରିବ।"
#: ../firstboot/exceptionWindow.py:55
msgid "An error has occurred in firstboot."
msgstr "firstboot ରେ ଗୋଟିଏ ତୃଟି ପରିଲକ୍ଷିତ ହେଲା।"
#: ../firstboot/exceptionWindow.py:56
msgid "Since there is a problem, firstboot will exit."
msgstr "ସେଠାରେ ଗୋଟିଏ ସମସ୍ୟା ଥିବା ହେତୁ, firstboot ପ୍ରସ୍ଥାନ କରିବ।"
#: ../firstboot/exceptionWindow.py:66
#, python-format
msgid ""
"A copy of the debug output has been saved to %s\n"
"Be sure to attach that file to the bug report.\n"
msgstr ""
"ତୃଟିମୁକ୍ତ ନିର୍ଗମର ଗୋଟିଏ ନକଲ %s ରେ ସଂରକ୍ଷିତ କରାଯାଇଛି \n"
"ତୃଟି ବିବରଣୀରେ ସେହି ଫାଇଲକୁ ସଂଲଗ୍ନ କରିବାକୁ ନିଶ୍ଚିତ ହୁଅନ୍ତୁ।\n"
#: ../firstboot/exceptionWindow.py:71
msgid ""
"Please file a bug against 'firstboot' in the Red Hat\n"
"bug tracking system at http://www.redhat.com/bugzilla.\n"
msgstr ""
"'firstboot' ବିରୋଧରେ ଗୋଟିଏ ତୃଟିକୁ Red Hat ତୃଟି ଅନୁସରଣ ପ୍ରଣାଳୀ \n"
"ନିକଟରେ http://www.redhat.com/bugzilla ଜଣାନ୍ତୁ।\n"
#: ../firstboot/interface.py:75
msgid "Attempted to go back, but history is empty."
msgstr "ପଛକୁ ଯିବା ପାଇଁ ପ୍ରଚେଷ୍ଟା କରାଯାଇଛି, କିନ୍ତୁ ଇତିହାସଟି ଖାଲି ଅଛି।"
#. If we were previously on the last page, we need to set the Next
#. button's label back to normal.
#: ../firstboot/interface.py:83 ../firstboot/interface.py:162
msgid "_Finish"
msgstr "ସମାପ୍ତ (_F)"
#: ../firstboot/interface.py:183
msgid "The system must now reboot for some of your selections to take effect."
msgstr "ଆପଣଙ୍କ ଚୟନ ମଦ୍ଧ୍ଯରୁ କିଛି ଅଂଶକୁ ପ୍ରଭାବିତ କରିବା ପାଇଁ ତନ୍ତ୍ରଟି ବର୍ତ୍ତମାନ ପୁନର୍ଚାଳିତ ହେବା ଆବଶ୍ଯକ।"
#: ../firstboot/interface.py:243
msgid "_Back"
msgstr "ପଛକୁ (_B)"
# msgid "_Next"
# msgstr "ପରବର୍ତ୍ତୀ (_N)"
#: ../firstboot/interface.py:250
msgid "_Forward"
msgstr "ଆଗକୁ (_F)"
#: ../firstboot/interface.py:277
#, python-format
msgid "Module %s did not set up its UI, removing."
msgstr "%s ଏକକାଂଶ ତାର UI କୁ ବିନ୍ୟାସ କରିନାହିଁ, କାଢିନେଉଛି।"
#: ../firstboot/interface.py:353 ../firstboot/interface.py:354
msgid "moveToPage must be given a module title or page number."
msgstr "ପୃଷ୍ଠାକୁ ଯାଆନ୍ତୁକୁ ନିଶ୍ଚିତ ଭାବେ ଗୋଟିଏ ଏକକାଂଶ ଶୀର୍ଷକ କିମ୍ୱା ପୃଷ୍ଠା ସଂଖ୍ୟା ଦିଆଯାଇଥିବ।"
#: ../firstboot/interface.py:438
msgid "Unable to create the screenshot dir; skipping."
msgstr "ପରଦା ପ୍ରତିଛବି ଡିରେକ୍ଟରି ନିର୍ମାଣ କରିବାରେ ଅସମର୍ଥ; ଏଡାଇଯାଉଛି।"
#: ../firstboot/interface.py:478 ../firstboot/interface.py:479
#, python-format
msgid "No module exists with the title %s."
msgstr "%s ଶୀର୍ଷକ ସହିତ କୌଣସି ଏକକାଂଶ ଅବସ୍ଥିତ ନାହିଁ।"
#: ../firstboot/loader.py:90
#, python-format
msgid "Skipping old module %s that has not been updated."
msgstr "ପୁରୁଣା %s ଏକକାଂଶକୁ ଏଡାଇ ଦିଆଯାଉଛି ଯେଉଁଟାକି ଅଦ୍ୟତିତ ହୋଇନାହିଁ।"
#: ../firstboot/loader.py:102
#, python-format
msgid "Module %s does not contain a class named moduleClass; skipping."
msgstr "%s ଏକକାଂଶ ରେ ଏକକାଂଶ ଶ୍ରେଣୀ ନାମକ କୌଣସି ଶ୍ରେଣୀ ନାହିଁ; ଏଡାଇ ଯାଉଛି।"
#: ../firstboot/loader.py:113
#, python-format
msgid "Module %s does not contain the required attribute %s; skipping."
msgstr "%s ଏକକାଂଶ ଆବଶ୍ୟକୀୟ ଗୁଣ %s ଧାରଣ କରିନାହିଁ; ଏଡାଇ ଯାଉଛି।"
#: ../firstboot/module.py:187
#, python-format
msgid "Unable to load pixmap %s for module %s."
msgstr "%s ଏକକାଂଶ ପାଇଁ ପିକ୍ସ ମାନଚିତ୍ର %s କୁ ଧାରଣ କରିବାରେ ଅସମର୍ଥ।"
#: ../firstboot/moduleset.py:93
#, python-format
msgid "Module %s did not set up its UI; removing."
msgstr "%s ଏକକାଂଶ ତାର UI କୁ ବିନ୍ୟାସ କରିନାହିଁ, କାଢିନେଉଛି।"
#: ../modules/additional_cds.py:43 ../modules/additional_cds.py:44
msgid "Additional CDs"
msgstr "ଅତିରିକ୍ତ ସି.ଡି."
#: ../modules/additional_cds.py:55
msgid ""
"Please insert the disc labeled \"Red Hat Enterprise Linux Extras\" to allow "
"for installation of third-party plug-ins and applications. You may also "
"insert the Documentation disc, or other Red Hat-provided discs to install "
"additional software at this time."
msgstr ""
"ତୃତୀୟ-ବ୍ଯକ୍ତି ପ୍ଲୋଗ୍-ଇନ୍ସ ଏବଂ ପ୍ରୟୋଗର ସ୍ଥାପନକୁ ଅନୁମତି ପ୍ରଦାନ କରିବା ପାଇଁ ଦୟାକରି \"Red Hat "
"Enterprise Linux Extras\" ଦ୍ବାରା ସୂଚୀତ ହୋଇଥିବା ଡିସ୍କକୁ ଭର୍ତ୍ତି କରନ୍ତୁ। ଏହି ସମୟରେ ଆପଣ ମଧ୍ଯ "
"ଅତିରିକ୍ତ ସଫ୍ଟୱେରକୁ ବିନ୍ଯାସ କରିବା ପାଇଁ ଦଲିଲକରଣ ଡିସ୍କ, କିମ୍ବା Red Hat ଦ୍ବାରା ବିରରିତ ଅନ୍ଯାନ୍ଯ ଡିସ୍କକୁ "
"ଭର୍ତ୍ତି କରିପାରିବେ।"
#: ../modules/additional_cds.py:61
msgid "Please insert any additional software install cds at this time."
msgstr "ଦୟାକରି ଏହି ସମୟରେ କୌଣସି ଅତିରିକ୍ତ ସଫ୍ଟୱେର ସ୍ଥାପନ ସି.ଡି.କୁ ଭର୍ତ୍ତି କରନ୍ତୁ।"
#: ../modules/additional_cds.py:65
msgid ""
"\n"
"\n"
"To enable runtime support of 32-bit applications on the Intel Itanium2 "
"architecture you must install the Intel Execution Layer package from the "
"Extras disc now."
msgstr ""
"\n"
"\n"
"Intel Itanium2 ସ୍ଥାପତ୍ଯରେ ୩୨-ବିଟ୍ ପ୍ରୟୋଗର ଚଳନ୍ତି ସମୟ ସହାୟକକୁ ସକ୍ରିୟ କରିବା ପାଇଁ ଆପଣ Intel "
"Execution Layer ପ୍ଯାକେଜକୁ ବର୍ତ୍ତମାନ ଅତିରିକ୍ତ ଡିସ୍କରୁ ସ୍ଥାପନ କରିବା ଉଚିତ।"
#: ../modules/additional_cds.py:73
msgid "Install..."
msgstr "ସ୍ଥାପନ କରନ୍ତୁ"
#: ../modules/additional_cds.py:110
msgid ""
"A CD-ROM has not been detected. Please insert a CD-ROM in the drive and "
"click \"OK\" to continue."
msgstr ""
"ଗୋଟିଏ ସିଡି-ରମ୍ କୁ ଖୋଜି ପାରିଲା ନାହିଁ। ଦୟାକରି ଡ୍ରାଇଭ ରେ ଗୋଟିଏ ସିଡି-ରମ୍ କୁ ଭର୍ତ୍ତି କରନ୍ତୁ ଏବଂ ଆଗକୁ "
"ବଢିବା ପାଇଁ \"ଠିକ ଅଛି\" ବଟନକୁ ଦବାନ୍ତୁ।"
#: ../modules/additional_cds.py:146
msgid "The autorun program cannot be found on the CD. Click \"OK\" to continue."
msgstr "ଅଟୋରନ ପ୍ରୋଗ୍ରାମ ଟି ସି.ଡି. ରେ ମିଳିପାରିବ ନାହିଁ। ଆଗକୁ ବଢିବା ପାଇଁ \"ଠିକ ଅଛି\" ବଟନକୁ ଦବାନ୍ତୁ।"
#: ../modules/create_user.py:41 ../modules/create_user.py:42
msgid "Create User"
msgstr "ଚାଳକ ନିର୍ମାଣ କରନ୍ତୁ"
#: ../modules/create_user.py:83
msgid "You must create a user account for this system."
msgstr "ଏହି ତନ୍ତ୍ର ପାଇଁ ଆପଣଙ୍କୁ ଗୋଟିଏ ଚାଳକ ଖାତା ନିର୍ମାଣ କରିବା ଉଚିତ."
#: ../modules/create_user.py:94
msgid "You must enter and confirm a password for this user."
msgstr "ଏହି ଚାଳକ ପାଇଁ ଆପଣଙ୍କୁ ଗୋଟିଏ ପ୍ରବେଶ ସଂକେତ ଭରଣ ଏବଂ ନିଶ୍ଚିତ କରିବା ଉଚିତ।"
#: ../modules/create_user.py:101
msgid "The passwords do not match. Please enter the password again."
msgstr "ପ୍ରବେଶ ସଂକେତଟି ମେଳଖାଉ ନାହିଁ। ଦୟାକରି ଆଉଥରେ ପ୍ରବେଶ ସଂକେତ ଭରଣ କରନ୍ତୁ।"
#: ../modules/create_user.py:113
#, python-format
msgid ""
"The username '%s' is a reserved system account. Please specify another "
"username."
msgstr "'%s' ଚାଳକ ନାମଟି ଗୋଟିଏ ସଂରକ୍ଷିତ ତନ୍ତ୍ର ନାମ। ଦୟାକରି ଅନ୍ୟ ଏକ ଚାଳକ ନାମ ଉଲ୍ଲେଖ କରନ୍ତୁ।"
#: ../modules/create_user.py:132
#, python-format
msgid ""
"A home directory for user %s already exists. Would you like to continue, "
"making the new user the owner of this directory and all its contents? Doing "
"so may take a while to reset permissions and any SELinux labels. Would you "
"like to reuse this home directory? If not, please choose a different "
"username."
msgstr ""
"ଚାଳକ %s ପାଇଁ ଗୋଟିଏ ମୂଳସ୍ଥାନ ପଞ୍ଜିକା ପୂର୍ବରୁ ଅବସ୍ଥିତ ଅଛି। ଆପଣ ଏହି ନୂତନ ଚାଳକକୁ ସେହି ଡିରେକ୍ଟୋରୀ "
"ଏବଂ ତାହାର ସମସ୍ତ ବିଷୟବସ୍ତୁର ମାଲିକ କରି ଅଗ୍ରସର ହେବାକୁ ଚାହୁଁଛନ୍ତି କି? ଏହା କରିବା ଦ୍ୱାରା ଅନୁମତି ଏବଂ "
"SELinux ନାମପଟିକୁ ପୁଣି ସେଟ କରିବା ପାଇଁ କିଛି ସମୟ ଲାଗିପାରେ। ଆପଣ ଏହି ମୂଳସ୍ଥାନ ପଞ୍ଜିକାକୁ "
"ପୁଣିଥରେ ବ୍ୟବହାର କରିବାକୁ ପସନ୍ଦ କରିବେ କି? ଯଦି ନୁହଁ, ତେବେ ଅନ୍ୟ ଏକ ଚାଳକନାମ ଚୟନ କରନ୍ତୁ।"
#: ../modules/create_user.py:175
#, python-format
msgid "Fixing attributes on the home directory for %s. This may take a few minutes."
msgstr "%s ପାଇଁ ମୂଳସ୍ଥାନ ପଞ୍ଜିକାରେ ଗୁଣଧର୍ମଗୁଡ଼ିକୁ ସଜାଡ଼ୁଅଛି। ଏହା ପାଇଁ କିଛି ସମୟ ଲାଗିପାରେ।"
#: ../modules/create_user.py:195
#, python-format
msgid ""
"Problems were encountered fixing the attributes on some files in the home "
"directory for %s. Please refer to %s for which files caused the errors."
msgstr ""
"%s ପାଇଁ ମୂଳସ୍ଥାନ ପଞ୍ଜିକାରେ କିଛି ଫାଇଲରେ ଗୁଣଧର୍ମଗୁଡ଼ିକୁ ସଜାଡ଼ିବା ସମୟରେ ସମସ୍ୟାର ସମ୍ମୁଖିନ ହୋଇଥିଲା। "
"କେଉଁ ଫାଇଲ ତ୍ରୁଟି ପାଇଁ ଦାୟୀ ତାହା ପାଇଁ %s କୁ ଅନୁସରଣ କରନ୍ତୁ।"
#: ../modules/create_user.py:213
msgid ""
"You must create a 'username' for regular (non-administrative) use of your "
"system. To create a system 'username', please provide the information "
"requested below."
msgstr ""
"ଆପଣଙ୍କୁ ଆପଣଙ୍କ ତନ୍ତ୍ରର ନିୟମିତ (ଅପ୍ରଶାସନିକ) ବ୍ୟବହାର ପାଇଁ ଗୋଟିଏ 'ଚାଳକନାମ' "
"ନିର୍ମାଣ କରିବା ଉଚିତ। ଗୋଟିଏ ତନ୍ତ୍ର 'ଚାଳକନାମ' ନିର୍ମାଣ କରିବାକୁ ହେଲେ, ଦୟାକରି "
"ନିମ୍ନରେ ଅନୁରୋଧିତ ସୂଚନା ପ୍ରଦାନ କରନ୍ତୁ।"
#: ../modules/create_user.py:231
msgid "_Username:"
msgstr "ଚାଳକନାମ (_U):"
#: ../modules/create_user.py:238
msgid "Full Nam_e:"
msgstr "ସମ୍ପୂର୍ଣ୍ଣ ନାମ (_e):"
#: ../modules/create_user.py:245
msgid "_Password:"
msgstr "ପ୍ରବେଶ ସଂକେତ (_P):"
#: ../modules/create_user.py:252
msgid "Confir_m Password:"
msgstr "ପ୍ରବେଶ ସଂକେତ ନିଶ୍ଚିତ କରନ୍ତୁ (_m):"
#: ../modules/create_user.py:261
msgid ""
"If you need to use network authentication, such as Kerberos or NIS, please "
"click the Use Network Login button."
msgstr ""
"ଯଦି ଆପଣଙ୍କର ନେଟୱର୍କ ବୈଧିକରଣ ବ୍ୟବହାର କରିବା ଆବଶ୍ୟକ ହେଉଥାଏ, ଯେପରିକି Kerberos ଏବଂ NIS, "
"ଦୟାକରି ନେଟୱର୍କ ଲଗଇନ ବ୍ୟବହାର କରନ୍ତୁ ଚାବିକୁ ଦବାନ୍ତୁ।"
#: ../modules/create_user.py:270
msgid "Use Network _Login..."
msgstr "ନେଟୱର୍କ ଲଗଇନ ବ୍ୟବହାର କରନ୍ତୁ (_L) ..."
#: ../modules/create_user.py:308
msgid "Please wait"
msgstr "ଦୟାକରି ଅପେକ୍ଷା କରନ୍ତୁ"
#: ../modules/date.py:40 ../modules/date.py:41
msgid "Date and Time"
msgstr "ତାରିଖ ଏବଂ ସମୟ"
#: ../modules/date.py:62
msgid "Please set the date and time for the system."
msgstr "ଏହି ତନ୍ତ୍ର ପାଇଁ ଦୟାକରି ତାରିଖ ଏବଂ ସମୟ ସେଟକରନ୍ତୁ।"
# msgid "Sound card configuration"
# msgstr "ସାଉଣ୍ଡ କାର୍ଡ ବିନ୍ଯାସ"
#: ../modules/eula.py:35 ../modules/eula.py:36
msgid "License Information"
msgstr "ଲାଇସେନ୍ସ ସୂଚନା"
#: ../modules/eula.py:53
msgid ""
"Thank you for installing Fedora. Fedora is a compilation of software "
"packages, each under its own license. The compilation is made available "
"under the GNU General Public License version 2. There are no restrictions "
"on using, copying, or modifying this code. However, there are restrictions "
"and obligations that apply to the redistribution of the code, either in its "
"original or a modified form. Among other things, those restrictions/"
"obligations pertain to the licensing of the redistribution, trademark "
"rights, and export control.\n"
"\n"
"If you would like to understand what those restrictions are, please visit "
"http://fedoraproject.org/wiki/Legal/Licenses/LicenseAgreement."
msgstr ""
"ଫେଡୋରା ସ୍ଥାପନ କରିଥିବାରୁ ଧନ୍ଯବାଦ। ଫେଡୋରା ସଫ୍ଟୱେର ପ୍ଯାକେଜ ମାନଙ୍କର ଗୋଟିଏ ସଙ୍କଳନ ଅଟେ, "
"ଯେଉଁଠାରେ ପ୍ରତ୍ଯେକ ସଫ୍ଟୱେର ନିଜସ୍ବ ଲାଇସେନ୍ସ ଅଛି। ସଙ୍କଳନକୁ GNU ସାଧାରଣ ସାର୍ବଜନୀନ ଲାଇସେନ୍ସ "
"ସଂସ୍କରଣ ଅଧୀନରେ ଉପଲବ୍ଧ କରାଯାଇଛି। ଏହି ସଙ୍କେତକୁ ବ୍ଯବହାର କରିବା, ନକଲ କରିବା, କିମ୍ବା "
"ପରିବର୍ତ୍ତନ କରିବା ଉପରେ କୌଣସି ପ୍ରତିବନ୍ଧ ନାହିଁ। ତଥାପି, ସଙ୍କେତକୁ ଏହାର ପ୍ରକୃତ ରୂପରେ କିମ୍ବା ପରିବର୍ତ୍ତିତ "
"ରୂପରେ ପୁନଃବଣ୍ଟନ କରିବା ଉପରେ ପ୍ରତିବନ୍ଧ ଏବଂ ସର୍ତ୍ତ ରହିଛି। ଅନ୍ଯାନ୍ଯ ବସ୍ତୁ ମାନଙ୍କ ମଧ୍ଯରେ, ସେହି "
"ପ୍ରତିବନ୍ଧ /ସର୍ତ୍ତ ମାନଙ୍କର ପୁନଃବଣ୍ଟନ, ଟ୍ରେଡମାର୍କ ଅଧୀକାର, ଏବଂ ନିର୍ଯ୍ଯାସିତ ନିୟନ୍ତ୍ରଣ ମାନଙ୍କ ସହିତ "
"ସମ୍ବନ୍ଧ ରହିଛି।\n"
"\n"
"ଆପଣ ଯଦି ସେହି ପ୍ରତିବନ୍ଧ ଗୁଡିକ କଣ ବୋଲି ଜାଣିବା ପାଇଁ ଚାହୁଁଛନ୍ତି, ତାହାହେଲେ ଦୟାକରି http://"
"fedoraproject.org/wiki/Legal/Licenses/LicenseAgreement ରେ ଦେଖନ୍ତୁ।"
#: ../modules/eula.py:64
msgid "Understood, please proceed."
msgstr "ବୁଝିହେଲା, ଦୟାକରି ଆଗକୁ ବଢନ୍ତୁ।"
#: ../modules/welcome.py:35 ../modules/welcome.py:36
msgid "Welcome"
msgstr "ସ୍ବାଗତମ"
#: ../modules/welcome.py:45
msgid ""
"There are a few more steps to take before your system is ready to use. The "
"Setup Agent will now guide you through some basic configuration. Please "
"click the \"Forward\" button in the lower right corner to continue"
msgstr ""
"ଆପଣଙ୍କ ତନ୍ତ୍ର ଟି ବ୍ଯବହୃତ ହେବା ପୂର୍ବରୁ ସେଠାରେ ଆଉ ଅଲ୍ପ କିଛି ପଦକ୍ଷେପ ବାକି ଅଛି। ବ୍ଯବସ୍ଥାପନ ପ୍ରତିନିଧୀ "
"ଆପଣଙ୍କୁ କିଛି ମୌଳିକ ବିନ୍ଯାସ ପ୍ରକ୍ରିୟାରେ ସାହାଯ୍ଯ କରିବ। ଆଗକୁ ବଢିବା ପାଇଁ ଦୟାକରି ଦକ୍ଷିଣ ପାର୍ଶ୍ବର ତଳ "
"କୋଣରେ ଥିବା \"ଆଗକୁ\" ବଟନକୁ ଦବାନ୍ତୁ।"