# translation of firstboot.master.or.po to Oriya # This file is distributed under the same license as the PACKAGE package. # Copyright (C) YEAR THE PACKAGE'S COPYRIGHT HOLDER. # # Subhransu Behera , 2006, 2007. # Subhransu Behera , 2007. # Manoj Kumar Giri , 2008. # Manoj Kumar Giri , 2008, 2009. msgid "" msgstr "" "Project-Id-Version: firstboot.master.or\n" "Report-Msgid-Bugs-To: \n" "POT-Creation-Date: 2009-03-12 16:50-0400\n" "PO-Revision-Date: 2009-03-31 15:00+0530\n" "Last-Translator: Manoj Kumar Giri \n" "Language-Team: Oriya \n" "MIME-Version: 1.0\n" "Content-Type: text/plain; charset=UTF-8\n" "Content-Transfer-Encoding: 8bit\n" "X-Generator: KBabel 1.11.4\n" "Plural-Forms: nplurals=2; plural=(n!=1);\n\n" "\n" "\n" "\n" "\n" "\n" "\n" #: ../progs/firstboot:140 msgid "You must be root to run firstboot." msgstr "firstboot ଚଲାଇବା ପାଇଁ ଆପଣଙ୍କୁ ମୁଖ୍ୟ ଚାଳକ ହୋଇଥିବା ଆବଶ୍ୟକ।" #: ../progs/firstboot:163 ../progs/firstboot:164 msgid "Could not start any firstboot frontend." msgstr "କୌଣସି firstboot ସାମ୍ନାପାଖ ଆରମ୍ଭ କରି ପାରିଲେ ନାହିଁ।" #: ../progs/firstboot:180 ../progs/firstboot:181 msgid "No firstboot modules were found." msgstr "କୌଣସି firstboot ଏକକାଂଶ ମିଳିଲା ନାହିଁ।" #: ../progs/firstboot:190 ../progs/firstboot:191 msgid "Could not create any firstboot interface." msgstr "କୌଣସି firstboot ଅନ୍ତରାପୃଷ୍ଠ ସୃଷ୍ଟିକରି ପାରିଲେ ନାହିଁ।" #: ../firstboot/exceptionWindow.py:50 #, python-format msgid "An error has occurred in the %s module." msgstr "%s ଏକକାଂଶରେ ଗୋଟିଏ ତୃଟି ପରିଲକ୍ଷିତ ହେଲା।" #: ../firstboot/exceptionWindow.py:51 #, python-format msgid "" "Since there is a problem with the %s module,\n" "firstboot will not load this module and will\n" "attempt to run the remaining modules." msgstr "" "ଯେହେତୁ %s ଏକକାଂଶରେ ଗୋଟିଏ ସମସ୍ୟା ଅଛି, \n" "firstboot ଏହି ଏକକାଂଶକୁ ଧାରଣ କରିବ ନାହିଁ ଏବଂ \n" "ବଳକା ଏକକାଂଶ ଗୁଡିକୁ ଚଳାଇବା ପାଇଁ ପ୍ରଚେଷ୍ଟା କରିବ।" #: ../firstboot/exceptionWindow.py:55 msgid "An error has occurred in firstboot." msgstr "firstboot ରେ ଗୋଟିଏ ତୃଟି ପରିଲକ୍ଷିତ ହେଲା।" #: ../firstboot/exceptionWindow.py:56 msgid "Since there is a problem, firstboot will exit." msgstr "ସେଠାରେ ଗୋଟିଏ ସମସ୍ୟା ଥିବା ହେତୁ, firstboot ପ୍ରସ୍ଥାନ କରିବ।" #: ../firstboot/exceptionWindow.py:66 #, python-format msgid "" "A copy of the debug output has been saved to %s\n" "Be sure to attach that file to the bug report.\n" msgstr "" "ତୃଟିମୁକ୍ତ ନିର୍ଗମର ଗୋଟିଏ ନକଲ %s ରେ ସଂରକ୍ଷିତ କରାଯାଇଛି \n" "ତୃଟି ବିବରଣୀରେ ସେହି ଫାଇଲକୁ ସଂଲଗ୍ନ କରିବାକୁ ନିଶ୍ଚିତ ହୁଅନ୍ତୁ।\n" #: ../firstboot/exceptionWindow.py:71 msgid "" "Please file a bug against 'firstboot' in the Red Hat\n" "bug tracking system at http://www.redhat.com/bugzilla.\n" msgstr "" "'firstboot' ବିରୋଧରେ ଗୋଟିଏ ତୃଟିକୁ Red Hat ତୃଟି ଅନୁସରଣ ପ୍ରଣାଳୀ \n" "ନିକଟରେ http://www.redhat.com/bugzilla ଜଣାନ୍ତୁ।\n" #: ../firstboot/interface.py:75 msgid "Attempted to go back, but history is empty." msgstr "ପଛକୁ ଯିବା ପାଇଁ ପ୍ରଚେଷ୍ଟା କରାଯାଇଛି, କିନ୍ତୁ ଇତିହାସଟି ଖାଲି ଅଛି।" #. If we were previously on the last page, we need to set the Next #. button's label back to normal. #: ../firstboot/interface.py:83 ../firstboot/interface.py:162 msgid "_Finish" msgstr "ସମାପ୍ତ (_F)" #: ../firstboot/interface.py:183 msgid "The system must now reboot for some of your selections to take effect." msgstr "ଆପଣଙ୍କ ଚୟନ ମଦ୍ଧ୍ଯରୁ କିଛି ଅଂଶକୁ ପ୍ରଭାବିତ କରିବା ପାଇଁ ତନ୍ତ୍ରଟି ବର୍ତ୍ତମାନ ପୁନର୍ଚାଳିତ ହେବା ଆବଶ୍ଯକ।" #: ../firstboot/interface.py:243 msgid "_Back" msgstr "ପଛକୁ (_B)" # msgid "_Next" # msgstr "ପରବର୍ତ୍ତୀ (_N)" #: ../firstboot/interface.py:250 msgid "_Forward" msgstr "ଆଗକୁ (_F)" #: ../firstboot/interface.py:277 #, python-format msgid "Module %s did not set up its UI, removing." msgstr "%s ଏକକାଂଶ ତାର UI କୁ ବିନ୍ୟାସ କରିନାହିଁ, କାଢିନେଉଛି।" #: ../firstboot/interface.py:353 ../firstboot/interface.py:354 msgid "moveToPage must be given a module title or page number." msgstr "ପୃଷ୍ଠାକୁ ଯାଆନ୍ତୁକୁ ନିଶ୍ଚିତ ଭାବେ ଗୋଟିଏ ଏକକାଂଶ ଶୀର୍ଷକ କିମ୍ୱା ପୃଷ୍ଠା ସଂଖ୍ୟା ଦିଆଯାଇଥିବ।" #: ../firstboot/interface.py:438 msgid "Unable to create the screenshot dir; skipping." msgstr "ପରଦା ପ୍ରତିଛବି ଡିରେକ୍ଟରି ନିର୍ମାଣ କରିବାରେ ଅସମର୍ଥ; ଏଡାଇଯାଉଛି।" #: ../firstboot/interface.py:478 ../firstboot/interface.py:479 #, python-format msgid "No module exists with the title %s." msgstr "%s ଶୀର୍ଷକ ସହିତ କୌଣସି ଏକକାଂଶ ଅବସ୍ଥିତ ନାହିଁ।" #: ../firstboot/loader.py:90 #, python-format msgid "Skipping old module %s that has not been updated." msgstr "ପୁରୁଣା %s ଏକକାଂଶକୁ ଏଡାଇ ଦିଆଯାଉଛି ଯେଉଁଟାକି ଅଦ୍ୟତିତ ହୋଇନାହିଁ।" #: ../firstboot/loader.py:102 #, python-format msgid "Module %s does not contain a class named moduleClass; skipping." msgstr "%s ଏକକାଂଶ ରେ ଏକକାଂଶ ଶ୍ରେଣୀ ନାମକ କୌଣସି ଶ୍ରେଣୀ ନାହିଁ; ଏଡାଇ ଯାଉଛି।" #: ../firstboot/loader.py:113 #, python-format msgid "Module %s does not contain the required attribute %s; skipping." msgstr "%s ଏକକାଂଶ ଆବଶ୍ୟକୀୟ ଗୁଣ %s ଧାରଣ କରିନାହିଁ; ଏଡାଇ ଯାଉଛି।" #: ../firstboot/module.py:187 #, python-format msgid "Unable to load pixmap %s for module %s." msgstr "%s ଏକକାଂଶ ପାଇଁ ପିକ୍ସ ମାନଚିତ୍ର %s କୁ ଧାରଣ କରିବାରେ ଅସମର୍ଥ।" #: ../firstboot/moduleset.py:93 #, python-format msgid "Module %s did not set up its UI; removing." msgstr "%s ଏକକାଂଶ ତାର UI କୁ ବିନ୍ୟାସ କରିନାହିଁ, କାଢିନେଉଛି।" #: ../modules/additional_cds.py:43 ../modules/additional_cds.py:44 msgid "Additional CDs" msgstr "ଅତିରିକ୍ତ ସି.ଡି." #: ../modules/additional_cds.py:55 msgid "" "Please insert the disc labeled \"Red Hat Enterprise Linux Extras\" to allow " "for installation of third-party plug-ins and applications. You may also " "insert the Documentation disc, or other Red Hat-provided discs to install " "additional software at this time." msgstr "" "ତୃତୀୟ-ବ୍ଯକ୍ତି ପ୍ଲୋଗ୍-ଇନ୍ସ ଏବଂ ପ୍ରୟୋଗର ସ୍ଥାପନକୁ ଅନୁମତି ପ୍ରଦାନ କରିବା ପାଇଁ ଦୟାକରି \"Red Hat " "Enterprise Linux Extras\" ଦ୍ବାରା ସୂଚୀତ ହୋଇଥିବା ଡିସ୍କକୁ ଭର୍ତ୍ତି କରନ୍ତୁ। ଏହି ସମୟରେ ଆପଣ ମଧ୍ଯ " "ଅତିରିକ୍ତ ସଫ୍ଟୱେରକୁ ବିନ୍ଯାସ କରିବା ପାଇଁ ଦଲିଲକରଣ ଡିସ୍କ, କିମ୍ବା Red Hat ଦ୍ବାରା ବିରରିତ ଅନ୍ଯାନ୍ଯ ଡିସ୍କକୁ " "ଭର୍ତ୍ତି କରିପାରିବେ।" #: ../modules/additional_cds.py:61 msgid "Please insert any additional software install cds at this time." msgstr "ଦୟାକରି ଏହି ସମୟରେ କୌଣସି ଅତିରିକ୍ତ ସଫ୍ଟୱେର ସ୍ଥାପନ ସି.ଡି.କୁ ଭର୍ତ୍ତି କରନ୍ତୁ।" #: ../modules/additional_cds.py:65 msgid "" "\n" "\n" "To enable runtime support of 32-bit applications on the Intel Itanium2 " "architecture you must install the Intel Execution Layer package from the " "Extras disc now." msgstr "" "\n" "\n" "Intel Itanium2 ସ୍ଥାପତ୍ଯରେ ୩୨-ବିଟ୍ ପ୍ରୟୋଗର ଚଳନ୍ତି ସମୟ ସହାୟକକୁ ସକ୍ରିୟ କରିବା ପାଇଁ ଆପଣ Intel " "Execution Layer ପ୍ଯାକେଜକୁ ବର୍ତ୍ତମାନ ଅତିରିକ୍ତ ଡିସ୍କରୁ ସ୍ଥାପନ କରିବା ଉଚିତ।" #: ../modules/additional_cds.py:73 msgid "Install..." msgstr "ସ୍ଥାପନ କରନ୍ତୁ" #: ../modules/additional_cds.py:110 msgid "" "A CD-ROM has not been detected. Please insert a CD-ROM in the drive and " "click \"OK\" to continue." msgstr "" "ଗୋଟିଏ ସିଡି-ରମ୍ କୁ ଖୋଜି ପାରିଲା ନାହିଁ। ଦୟାକରି ଡ୍ରାଇଭ ରେ ଗୋଟିଏ ସିଡି-ରମ୍ କୁ ଭର୍ତ୍ତି କରନ୍ତୁ ଏବଂ ଆଗକୁ " "ବଢିବା ପାଇଁ \"ଠିକ ଅଛି\" ବଟନକୁ ଦବାନ୍ତୁ।" #: ../modules/additional_cds.py:146 msgid "The autorun program cannot be found on the CD. Click \"OK\" to continue." msgstr "ଅଟୋରନ ପ୍ରୋଗ୍ରାମ ଟି ସି.ଡି. ରେ ମିଳିପାରିବ ନାହିଁ। ଆଗକୁ ବଢିବା ପାଇଁ \"ଠିକ ଅଛି\" ବଟନକୁ ଦବାନ୍ତୁ।" #: ../modules/create_user.py:41 ../modules/create_user.py:42 msgid "Create User" msgstr "ଚାଳକ ନିର୍ମାଣ କରନ୍ତୁ" #: ../modules/create_user.py:83 msgid "You must create a user account for this system." msgstr "ଏହି ତନ୍ତ୍ର ପାଇଁ ଆପଣଙ୍କୁ ଗୋଟିଏ ଚାଳକ ଖାତା ନିର୍ମାଣ କରିବା ଉଚିତ." #: ../modules/create_user.py:94 msgid "You must enter and confirm a password for this user." msgstr "ଏହି ଚାଳକ ପାଇଁ ଆପଣଙ୍କୁ ଗୋଟିଏ ପ୍ରବେଶ ସଂକେତ ଭରଣ ଏବଂ ନିଶ୍ଚିତ କରିବା ଉଚିତ।" #: ../modules/create_user.py:101 msgid "The passwords do not match. Please enter the password again." msgstr "ପ୍ରବେଶ ସଂକେତଟି ମେଳଖାଉ ନାହିଁ। ଦୟାକରି ଆଉଥରେ ପ୍ରବେଶ ସଂକେତ ଭରଣ କରନ୍ତୁ।" #: ../modules/create_user.py:113 #, python-format msgid "" "The username '%s' is a reserved system account. Please specify another " "username." msgstr "'%s' ଚାଳକ ନାମଟି ଗୋଟିଏ ସଂରକ୍ଷିତ ତନ୍ତ୍ର ନାମ। ଦୟାକରି ଅନ୍ୟ ଏକ ଚାଳକ ନାମ ଉଲ୍ଲେଖ କରନ୍ତୁ।" #: ../modules/create_user.py:132 #, python-format msgid "" "A home directory for user %s already exists. Would you like to continue, " "making the new user the owner of this directory and all its contents? Doing " "so may take a while to reset permissions and any SELinux labels. Would you " "like to reuse this home directory? If not, please choose a different " "username." msgstr "" "ଚାଳକ %s ପାଇଁ ଗୋଟିଏ ମୂଳସ୍ଥାନ ପଞ୍ଜିକା ପୂର୍ବରୁ ଅବସ୍ଥିତ ଅଛି। ଆପଣ ଏହି ନୂତନ ଚାଳକକୁ ସେହି ଡିରେକ୍ଟୋରୀ " "ଏବଂ ତାହାର ସମସ୍ତ ବିଷୟବସ୍ତୁର ମାଲିକ କରି ଅଗ୍ରସର ହେବାକୁ ଚାହୁଁଛନ୍ତି କି? ଏହା କରିବା ଦ୍ୱାରା ଅନୁମତି ଏବଂ " "SELinux ନାମପଟିକୁ ପୁଣି ସେଟ କରିବା ପାଇଁ କିଛି ସମୟ ଲାଗିପାରେ। ଆପଣ ଏହି ମୂଳସ୍ଥାନ ପଞ୍ଜିକାକୁ " "ପୁଣିଥରେ ବ୍ୟବହାର କରିବାକୁ ପସନ୍ଦ କରିବେ କି? ଯଦି ନୁହଁ, ତେବେ ଅନ୍ୟ ଏକ ଚାଳକନାମ ଚୟନ କରନ୍ତୁ।" #: ../modules/create_user.py:175 #, python-format msgid "Fixing attributes on the home directory for %s. This may take a few minutes." msgstr "%s ପାଇଁ ମୂଳସ୍ଥାନ ପଞ୍ଜିକାରେ ଗୁଣଧର୍ମଗୁଡ଼ିକୁ ସଜାଡ଼ୁଅଛି। ଏହା ପାଇଁ କିଛି ସମୟ ଲାଗିପାରେ।" #: ../modules/create_user.py:195 #, python-format msgid "" "Problems were encountered fixing the attributes on some files in the home " "directory for %s. Please refer to %s for which files caused the errors." msgstr "" "%s ପାଇଁ ମୂଳସ୍ଥାନ ପଞ୍ଜିକାରେ କିଛି ଫାଇଲରେ ଗୁଣଧର୍ମଗୁଡ଼ିକୁ ସଜାଡ଼ିବା ସମୟରେ ସମସ୍ୟାର ସମ୍ମୁଖିନ ହୋଇଥିଲା। " "କେଉଁ ଫାଇଲ ତ୍ରୁଟି ପାଇଁ ଦାୟୀ ତାହା ପାଇଁ %s କୁ ଅନୁସରଣ କରନ୍ତୁ।" #: ../modules/create_user.py:213 msgid "" "You must create a 'username' for regular (non-administrative) use of your " "system. To create a system 'username', please provide the information " "requested below." msgstr "" "ଆପଣଙ୍କୁ ଆପଣଙ୍କ ତନ୍ତ୍ରର ନିୟମିତ (ଅପ୍ରଶାସନିକ) ବ୍ୟବହାର ପାଇଁ ଗୋଟିଏ 'ଚାଳକନାମ' " "ନିର୍ମାଣ କରିବା ଉଚିତ। ଗୋଟିଏ ତନ୍ତ୍ର 'ଚାଳକନାମ' ନିର୍ମାଣ କରିବାକୁ ହେଲେ, ଦୟାକରି " "ନିମ୍ନରେ ଅନୁରୋଧିତ ସୂଚନା ପ୍ରଦାନ କରନ୍ତୁ।" #: ../modules/create_user.py:231 msgid "_Username:" msgstr "ଚାଳକନାମ (_U):" #: ../modules/create_user.py:238 msgid "Full Nam_e:" msgstr "ସମ୍ପୂର୍ଣ୍ଣ ନାମ (_e):" #: ../modules/create_user.py:245 msgid "_Password:" msgstr "ପ୍ରବେଶ ସଂକେତ (_P):" #: ../modules/create_user.py:252 msgid "Confir_m Password:" msgstr "ପ୍ରବେଶ ସଂକେତ ନିଶ୍ଚିତ କରନ୍ତୁ (_m):" #: ../modules/create_user.py:261 msgid "" "If you need to use network authentication, such as Kerberos or NIS, please " "click the Use Network Login button." msgstr "" "ଯଦି ଆପଣଙ୍କର ନେଟୱର୍କ ବୈଧିକରଣ ବ୍ୟବହାର କରିବା ଆବଶ୍ୟକ ହେଉଥାଏ, ଯେପରିକି Kerberos ଏବଂ NIS, " "ଦୟାକରି ନେଟୱର୍କ ଲଗଇନ ବ୍ୟବହାର କରନ୍ତୁ ଚାବିକୁ ଦବାନ୍ତୁ।" #: ../modules/create_user.py:270 msgid "Use Network _Login..." msgstr "ନେଟୱର୍କ ଲଗଇନ ବ୍ୟବହାର କରନ୍ତୁ (_L) ..." #: ../modules/create_user.py:308 msgid "Please wait" msgstr "ଦୟାକରି ଅପେକ୍ଷା କରନ୍ତୁ" #: ../modules/date.py:40 ../modules/date.py:41 msgid "Date and Time" msgstr "ତାରିଖ ଏବଂ ସମୟ" #: ../modules/date.py:62 msgid "Please set the date and time for the system." msgstr "ଏହି ତନ୍ତ୍ର ପାଇଁ ଦୟାକରି ତାରିଖ ଏବଂ ସମୟ ସେଟକରନ୍ତୁ।" # msgid "Sound card configuration" # msgstr "ସାଉଣ୍ଡ କାର୍ଡ ବିନ୍ଯାସ" #: ../modules/eula.py:35 ../modules/eula.py:36 msgid "License Information" msgstr "ଲାଇସେନ୍ସ ସୂଚନା" #: ../modules/eula.py:53 msgid "" "Thank you for installing Fedora. Fedora is a compilation of software " "packages, each under its own license. The compilation is made available " "under the GNU General Public License version 2. There are no restrictions " "on using, copying, or modifying this code. However, there are restrictions " "and obligations that apply to the redistribution of the code, either in its " "original or a modified form. Among other things, those restrictions/" "obligations pertain to the licensing of the redistribution, trademark " "rights, and export control.\n" "\n" "If you would like to understand what those restrictions are, please visit " "http://fedoraproject.org/wiki/Legal/Licenses/LicenseAgreement." msgstr "" "ଫେଡୋରା ସ୍ଥାପନ କରିଥିବାରୁ ଧନ୍ଯବାଦ। ଫେଡୋରା ସଫ୍ଟୱେର ପ୍ଯାକେଜ ମାନଙ୍କର ଗୋଟିଏ ସଙ୍କଳନ ଅଟେ, " "ଯେଉଁଠାରେ ପ୍ରତ୍ଯେକ ସଫ୍ଟୱେର ନିଜସ୍ବ ଲାଇସେନ୍ସ ଅଛି। ସଙ୍କଳନକୁ GNU ସାଧାରଣ ସାର୍ବଜନୀନ ଲାଇସେନ୍ସ " "ସଂସ୍କରଣ ୨ ଅଧୀନରେ ଉପଲବ୍ଧ କରାଯାଇଛି। ଏହି ସଙ୍କେତକୁ ବ୍ଯବହାର କରିବା, ନକଲ କରିବା, କିମ୍ବା " "ପରିବର୍ତ୍ତନ କରିବା ଉପରେ କୌଣସି ପ୍ରତିବନ୍ଧ ନାହିଁ। ତଥାପି, ସଙ୍କେତକୁ ଏହାର ପ୍ରକୃତ ରୂପରେ କିମ୍ବା ପରିବର୍ତ୍ତିତ " "ରୂପରେ ପୁନଃବଣ୍ଟନ କରିବା ଉପରେ ପ୍ରତିବନ୍ଧ ଏବଂ ସର୍ତ୍ତ ରହିଛି। ଅନ୍ଯାନ୍ଯ ବସ୍ତୁ ମାନଙ୍କ ମଧ୍ଯରେ, ସେହି " "ପ୍ରତିବନ୍ଧ /ସର୍ତ୍ତ ମାନଙ୍କର ପୁନଃବଣ୍ଟନ, ଟ୍ରେଡମାର୍କ ଅଧୀକାର, ଏବଂ ନିର୍ଯ୍ଯାସିତ ନିୟନ୍ତ୍ରଣ ମାନଙ୍କ ସହିତ " "ସମ୍ବନ୍ଧ ରହିଛି।\n" "\n" "ଆପଣ ଯଦି ସେହି ପ୍ରତିବନ୍ଧ ଗୁଡିକ କଣ ବୋଲି ଜାଣିବା ପାଇଁ ଚାହୁଁଛନ୍ତି, ତାହାହେଲେ ଦୟାକରି http://" "fedoraproject.org/wiki/Legal/Licenses/LicenseAgreement ରେ ଦେଖନ୍ତୁ।" #: ../modules/eula.py:64 msgid "Understood, please proceed." msgstr "ବୁଝିହେଲା, ଦୟାକରି ଆଗକୁ ବଢନ୍ତୁ।" #: ../modules/welcome.py:35 ../modules/welcome.py:36 msgid "Welcome" msgstr "ସ୍ବାଗତମ" #: ../modules/welcome.py:45 msgid "" "There are a few more steps to take before your system is ready to use. The " "Setup Agent will now guide you through some basic configuration. Please " "click the \"Forward\" button in the lower right corner to continue" msgstr "" "ଆପଣଙ୍କ ତନ୍ତ୍ର ଟି ବ୍ଯବହୃତ ହେବା ପୂର୍ବରୁ ସେଠାରେ ଆଉ ଅଲ୍ପ କିଛି ପଦକ୍ଷେପ ବାକି ଅଛି। ବ୍ଯବସ୍ଥାପନ ପ୍ରତିନିଧୀ " "ଆପଣଙ୍କୁ କିଛି ମୌଳିକ ବିନ୍ଯାସ ପ୍ରକ୍ରିୟାରେ ସାହାଯ୍ଯ କରିବ। ଆଗକୁ ବଢିବା ପାଇଁ ଦୟାକରି ଦକ୍ଷିଣ ପାର୍ଶ୍ବର ତଳ " "କୋଣରେ ଥିବା \"ଆଗକୁ\" ବଟନକୁ ଦବାନ୍ତୁ।"