You can not select more than 25 topics Topics must start with a letter or number, can include dashes ('-') and can be up to 35 characters long.
qubes-installer-qubes-os/firstboot/po/or.po

353 lines
19 KiB

This file contains invisible Unicode characters!

This file contains invisible Unicode characters that may be processed differently from what appears below. If your use case is intentional and legitimate, you can safely ignore this warning. Use the Escape button to reveal hidden characters.

This file contains ambiguous Unicode characters that may be confused with others in your current locale. If your use case is intentional and legitimate, you can safely ignore this warning. Use the Escape button to highlight these characters.

# SOME DESCRIPTIVE TITLE.
# Copyright (C) YEAR THE PACKAGE'S COPYRIGHT HOLDER
# This file is distributed under the same license as the PACKAGE package.
#
# Manoj Kumar Giri <giri.manojkr@gmail.com>, 2008.
# Subhransu Behera <sbehera@redhat.com>, 2006, 2007.
# Subhransu Behera <arya_subhransu@yahoo.co.in>, 2007.
# Manoj Kumar Giri <mgiri@redhat.com>, 2008, 2009, 2010, 2011.
# Dimitris Glezos <glezos@indifex.com>, 2011.
msgid ""
msgstr ""
"Project-Id-Version: Firstboot\n"
"Report-Msgid-Bugs-To: \n"
"POT-Creation-Date: 2012-03-23 12:56+0100\n"
"PO-Revision-Date: 2011-03-22 15:08+0000\n"
"Last-Translator: mgiri <mgiri@redhat.com>\n"
"Language-Team: Oriya (http://www.transifex.net/projects/p/fedora/team/or/)\n"
"Language: or\n"
"MIME-Version: 1.0\n"
"Content-Type: text/plain; charset=UTF-8\n"
"Content-Transfer-Encoding: 8bit\n"
"Plural-Forms: nplurals=2; plural=(n != 1)\n"
#: ../firstboot/interface.py:79
msgid "Attempted to go back, but history is empty."
msgstr "ପଛକୁ ଯିବା ପାଇଁ ପ୍ରଚେଷ୍ଟା କରାଯାଇଛି, କିନ୍ତୁ ଇତିହାସଟି ଖାଲି ଅଛି।"
#. If we were previously on the last page, we need to set the Next
#. button's label back to normal.
#: ../firstboot/interface.py:87 ../firstboot/interface.py:163
msgid "_Finish"
msgstr "ସମାପ୍ତ (_F)"
#: ../firstboot/interface.py:184
msgid "The system must now reboot for some of your selections to take effect."
msgstr ""
"ଆପଣଙ୍କ ଚୟନ ମଦ୍ଧ୍ଯରୁ କିଛି ଅଂଶକୁ ପ୍ରଭାବିତ କରିବା ପାଇଁ ତନ୍ତ୍ରଟି ବର୍ତ୍ତମାନ ପୁନର୍ଚାଳିତ ହେବା ଆବଶ୍ଯକ।"
#: ../firstboot/interface.py:243
msgid "_Back"
msgstr "ପଛକୁ (_B)"
#: ../firstboot/interface.py:250
msgid "_Forward"
msgstr "ପରବର୍ତ୍ତୀ (_F)"
#: ../firstboot/interface.py:278
#, python-format
msgid "Module %s raised an exception while loading: %s"
msgstr ""
#: ../firstboot/interface.py:282
#, fuzzy, python-format
msgid "Module %s did not set up its UI properly."
msgstr "%s ଏକକାଂଶ ତାର UI କୁ ବିନ୍ୟାସ କରିନାହିଁ, କାଢିନେଉଛି।"
#: ../firstboot/interface.py:288
#, python-format
msgid "Module %s raised an exception while rendering: %s"
msgstr ""
#: ../firstboot/interface.py:357 ../firstboot/interface.py:358
msgid "moveToPage must be given a module title or page number."
msgstr "ପୃଷ୍ଠାକୁ ଯାଆନ୍ତୁକୁ ନିଶ୍ଚିତ ଭାବେ ଗୋଟିଏ ଏକକାଂଶ ଶୀର୍ଷକ କିମ୍ୱା ପୃଷ୍ଠା ସଂଖ୍ୟା ଦିଆଯାଇଥିବ।"
#: ../firstboot/interface.py:442
msgid "Unable to create the screenshot dir; skipping."
msgstr "ପରଦା ପ୍ରତିଛବି ଡିରେକ୍ଟରି ନିର୍ମାଣ କରିବାରେ ଅସମର୍ଥ; ଏଡାଇଯାଉଛି।"
#: ../firstboot/interface.py:482 ../firstboot/interface.py:483
#, python-format
msgid "No module exists with the title %s."
msgstr "%s ଶୀର୍ଷକ ସହିତ କୌଣସି ଏକକାଂଶ ଅବସ୍ଥିତ ନାହିଁ।"
#: ../firstboot/moduleset.py:92
#, python-format
msgid "Module %s did not set up its UI; removing."
msgstr "%s ଏକକାଂଶ ତାର UI କୁ ବିନ୍ୟାସ କରିନାହିଁ, କାଢିନେଉଛି।"
#: ../firstboot/pwcheck.py:46
msgid "Very weak"
msgstr "ଖୁବ ଦୁର୍ବଳ"
#: ../firstboot/pwcheck.py:47
msgid "Weak"
msgstr "ଦୁର୍ବଳ"
#: ../firstboot/pwcheck.py:48
msgid "Fairly strong"
msgstr "ଯଥେଷ୍ଟ ସବଳ"
#: ../firstboot/pwcheck.py:49
msgid "Strong"
msgstr "ସବଳ"
#: ../firstboot/pwcheck.py:50
msgid "Very strong"
msgstr "ଅତି ସବଳ"
#: ../modules/additional_cds.py:43 ../modules/additional_cds.py:44
msgid "Additional CDs"
msgstr "ଅତିରିକ୍ତ ସି.ଡି."
#: ../modules/additional_cds.py:55
msgid ""
"Please insert the disc labeled \"Red Hat Enterprise Linux Extras\" to allow "
"for installation of third-party plug-ins and applications. You may also "
"insert the Documentation disc, or other Red Hat-provided discs to install "
"additional software at this time."
msgstr ""
"ତୃତୀୟ-ବ୍ଯକ୍ତି ପ୍ଲୋଗ୍-ଇନ୍ସ ଏବଂ ପ୍ରୟୋଗର ସ୍ଥାପନକୁ ଅନୁମତି ପ୍ରଦାନ କରିବା ପାଇଁ ଦୟାକରି \"Red Hat "
"Enterprise Linux Extras\" ଦ୍ବାରା ସୂଚୀତ ହୋଇଥିବା ଡିସ୍କକୁ ଭର୍ତ୍ତି କରନ୍ତୁ। ଏହି ସମୟରେ ଆପଣ ମଧ୍ଯ "
"ଅତିରିକ୍ତ ସଫ୍ଟୱେରକୁ ବିନ୍ଯାସ କରିବା ପାଇଁ ଦଲିଲକରଣ ଡିସ୍କ, କିମ୍ବା Red Hat ଦ୍ବାରା ବିରରିତ ଅନ୍ଯାନ୍ଯ ଡିସ୍କକୁ "
"ଭର୍ତ୍ତି କରିପାରିବେ।"
#: ../modules/additional_cds.py:61
msgid "Please insert any additional software install cds at this time."
msgstr "ଦୟାକରି ଏହି ସମୟରେ କୌଣସି ଅତିରିକ୍ତ ସଫ୍ଟୱେର ସ୍ଥାପନ ସି.ଡି.କୁ ଭର୍ତ୍ତି କରନ୍ତୁ।"
#: ../modules/additional_cds.py:65
msgid ""
"\n"
"\n"
"To enable runtime support of 32-bit applications on the Intel Itanium2 "
"architecture you must install the Intel Execution Layer package from the "
"Extras disc now."
msgstr ""
"\n"
"\n"
"Intel Itanium2 ସ୍ଥାପତ୍ଯରେ ୩୨-ବିଟ୍ ପ୍ରୟୋଗର ଚଳନ୍ତି ସମୟ ସହାୟକକୁ ସକ୍ରିୟ କରିବା ପାଇଁ ଆପଣ Intel "
"Execution Layer ପ୍ଯାକେଜକୁ ବର୍ତ୍ତମାନ ଅତିରିକ୍ତ ଡିସ୍କରୁ ସ୍ଥାପନ କରିବା ଉଚିତ।"
#: ../modules/additional_cds.py:73
msgid "Install..."
msgstr "ସ୍ଥାପନ କରନ୍ତୁ"
#: ../modules/additional_cds.py:110
msgid ""
"A CD-ROM has not been detected. Please insert a CD-ROM in the drive and "
"click \"OK\" to continue."
msgstr ""
"ଗୋଟିଏ ସିଡି-ରମ୍ କୁ ଖୋଜି ପାରିଲା ନାହିଁ। ଦୟାକରି ଡ୍ରାଇଭ ରେ ଗୋଟିଏ ସିଡି-ରମ୍ କୁ ଭର୍ତ୍ତି କରନ୍ତୁ ଏବଂ ଆଗକୁ "
"ବଢିବା ପାଇଁ \"ଠିକ ଅଛି\" ବଟନକୁ ଦବାନ୍ତୁ।"
#: ../modules/additional_cds.py:146
msgid ""
"The autorun program cannot be found on the CD. Click \"OK\" to continue."
msgstr "ଅଟୋରନ ପ୍ରୋଗ୍ରାମ ଟି ସି.ଡି. ରେ ମିଳିପାରିବ ନାହିଁ। ଆଗକୁ ବଢିବା ପାଇଁ \"ଠିକ ଅଛି\" ବଟନକୁ ଦବାନ୍ତୁ।"
#: ../modules/create_user.py:49 ../modules/create_user.py:50
msgid "Create User"
msgstr "ଚାଳକ ନିର୍ମାଣ କରନ୍ତୁ"
#: ../modules/create_user.py:102
msgid ""
"You did not set up an user account capable of logging into the system.\n"
"Are you sure you want to continue?"
msgstr ""
#: ../modules/create_user.py:123
msgid "You must enter and confirm a password for this user."
msgstr "ଏହି ଚାଳକ ପାଇଁ ଆପଣଙ୍କୁ ଗୋଟିଏ ପ୍ରବେଶ ସଂକେତ ଭରଣ ଏବଂ ନିଶ୍ଚିତ କରିବା ଉଚିତ।"
#: ../modules/create_user.py:130
msgid "The passwords do not match. Please enter the password again."
msgstr "ପ୍ରବେଶ ସଂକେତଟି ମେଳଖାଉ ନାହିଁ। ଦୟାକରି ଆଉଥରେ ପ୍ରବେଶ ସଂକେତ ଭରଣ କରନ୍ତୁ।"
#: ../modules/create_user.py:167
#, python-format
msgid ""
"The username '%s' is a reserved system account. Please specify another "
"username."
msgstr ""
"'%s' ଚାଳକ ନାମଟି ଗୋଟିଏ ସଂରକ୍ଷିତ ତନ୍ତ୍ର ନାମ। ଦୟାକରି ଅନ୍ୟ ଏକ ଚାଳକ ନାମ ଉଲ୍ଲେଖ କରନ୍ତୁ।"
#: ../modules/create_user.py:186
#, python-format
msgid ""
"A home directory for user %s already exists. Would you like to continue, "
"making the new user the owner of this directory and all its contents? Doing "
"so may take a while to reset permissions and any SELinux labels. Would you "
"like to reuse this home directory? If not, please choose a different "
"username."
msgstr ""
"ଚାଳକ %s ପାଇଁ ଗୋଟିଏ ମୂଳସ୍ଥାନ ପଞ୍ଜିକା ପୂର୍ବରୁ ଅବସ୍ଥିତ ଅଛି। ଆପଣ ଏହି ନୂତନ ଚାଳକକୁ ସେହି ଡିରେକ୍ଟୋରୀ "
"ଏବଂ ତାହାର ସମସ୍ତ ବିଷୟବସ୍ତୁର ମାଲିକ କରି ଅଗ୍ରସର ହେବାକୁ ଚାହୁଁଛନ୍ତି କି? ଏହା କରିବା ଦ୍ୱାରା ଅନୁମତି ଏବଂ "
"SELinux ନାମପଟିକୁ ପୁଣି ସେଟ କରିବା ପାଇଁ କିଛି ସମୟ ଲାଗିପାରେ। ଆପଣ ଏହି ମୂଳସ୍ଥାନ ପଞ୍ଜିକାକୁ ପୁଣିଥରେ "
"ବ୍ୟବହାର କରିବାକୁ ପସନ୍ଦ କରିବେ କି? ଯଦି ନୁହଁ, ତେବେ ଅନ୍ୟ ଏକ ଚାଳକନାମ ଚୟନ କରନ୍ତୁ।"
#: ../modules/create_user.py:229
#, python-format
msgid ""
"Fixing attributes on the home directory for %s. This may take a few minutes."
msgstr "%s ପାଇଁ ମୂଳସ୍ଥାନ ପଞ୍ଜିକାରେ ଗୁଣଧର୍ମଗୁଡ଼ିକୁ ସଜାଡ଼ୁଅଛି। ଏହା ପାଇଁ କିଛି ସମୟ ଲାଗିପାରେ।"
#: ../modules/create_user.py:267
#, python-format
msgid ""
"Problems were encountered fixing the attributes on some files in the home "
"directory for %(user)s. Please refer to %(path)s for which files caused the "
"errors."
msgstr ""
"%(user)s ପାଇଁ ମୂଳସ୍ଥାନ ପଞ୍ଜିକାରେ କିଛି ଫାଇଲରେ ଗୁଣଧର୍ମଗୁଡ଼ିକୁ ସଜାଡ଼ିବା ସମୟରେ ସମସ୍ୟାର ସମ୍ମୁଖିନ "
"ହୋଇଥିଲା। କେଉଁ ଫାଇଲ ତ୍ରୁଟି ପାଇଁ ଦାୟୀ ତାହା ପାଇଁ %(path)s କୁ ଅନୁସରଣ କରନ୍ତୁ।"
#: ../modules/create_user.py:293
msgid ""
"You must create a 'username' for regular (non-administrative) use of your "
"system. To create a system 'username', please provide the information "
"requested below."
msgstr ""
"ଆପଣଙ୍କୁ ଆପଣଙ୍କ ତନ୍ତ୍ରର ନିୟମିତ (ଅପ୍ରଶାସନିକ) ବ୍ୟବହାର ପାଇଁ ଗୋଟିଏ 'ଚାଳକନାମ' ନିର୍ମାଣ କରିବା ଉଚିତ। "
"ଗୋଟିଏ ତନ୍ତ୍ର 'ଚାଳକନାମ' ନିର୍ମାଣ କରିବାକୁ ହେଲେ, ଦୟାକରି ନିମ୍ନରେ ଅନୁରୋଧିତ ସୂଚନା ପ୍ରଦାନ କରନ୍ତୁ।"
#: ../modules/create_user.py:332
msgid "Full Nam_e:"
msgstr "ପୁରା ନାମ (_e):"
#: ../modules/create_user.py:339
msgid "_Username:"
msgstr "ଚାଳକ ର ନାମ (_U):"
#: ../modules/create_user.py:346
msgid "_Password:"
msgstr "ପ୍ରବେଶ ସଂଙ୍କେତ (_P):"
#: ../modules/create_user.py:353
msgid "Confir_m Password:"
msgstr "ପ୍ରବେଶ ସଂକେତ ନିଶ୍ଚିତ କରନ୍ତୁ (_m):"
#: ../modules/create_user.py:363
msgid "Add to Administrators group"
msgstr "ପ୍ରଶାସନ ଶ୍ରେଣୀରେ ଯୋଗକରନ୍ତୁ"
#: ../modules/create_user.py:369
msgid ""
"If you need to use network authentication, such as Kerberos or NIS, please "
"click the Use Network Login button."
msgstr ""
"ଯଦି ଆପଣଙ୍କର ନେଟୱର୍କ ବୈଧିକରଣ ବ୍ୟବହାର କରିବା ଆବଶ୍ୟକ ହେଉଥାଏ, ଯେପରିକି Kerberos ଏବଂ NIS, "
"ଦୟାକରି ନେଟୱର୍କ ଲଗଇନ ବ୍ୟବହାର କରନ୍ତୁ ଚାବିକୁ ଦବାନ୍ତୁ।"
#: ../modules/create_user.py:378
msgid "Use Network _Login..."
msgstr "ନେଟୱର୍କ ଲଗଇନ ବ୍ୟବହାର କରନ୍ତୁ (_L) ..."
#: ../modules/create_user.py:386
msgid ""
"If you need more control when creating the user (specifying home directory, "
"and/or UID), please click the Advanced button."
msgstr ""
"ଚାଳକ ନିର୍ମାଣ କରିବା ସମୟରେ ଯଦି ଆପଣ ଅଧିକ ନିୟନ୍ତ୍ରଣ ଆବଶ୍ୟକ କରନ୍ତି (ମୂଳସ୍ଥାନ ପଞ୍ଜିକା, ଏବଂ/ଅଥବା "
"UID କୁ ଉଲ୍ଲେଖ କରି), ତେବେ ଦୟାକରି ଉନ୍ନତ ବଟନକୁ କ୍ଲିକ କରନ୍ତୁ।"
#: ../modules/create_user.py:396
msgid "_Advanced..."
msgstr "ଉନ୍ନତ (_A)..."
#: ../modules/create_user.py:437
msgid "Please wait"
msgstr "ଦଯାକରି ଅପେକ୍ଷାକର"
#: ../modules/date.py:39 ../modules/date.py:40
msgid "Date and Time"
msgstr "ତାରିଖ ଏବଂ ସମୟ"
#: ../modules/date.py:58
msgid "Please set the date and time for the system."
msgstr "ଏହି ତନ୍ତ୍ର ପାଇଁ ଦୟାକରି ତାରିଖ ଏବଂ ସମୟ ସେଟକରନ୍ତୁ।"
#: ../modules/eula.py:35 ../modules/eula.py:36
msgid "License Information"
msgstr "ଲାଇସେନ୍ସ ସୂଚନା"
#: ../modules/eula.py:45
msgid ""
"Thank you for installing Fedora. Fedora is a compilation of software "
"packages, each under its own license. The compilation is made available "
"under the GNU General Public License version 2. There are no restrictions "
"on using, copying, or modifying this code. However, there are restrictions "
"and obligations that apply to the redistribution of the code, either in its "
"original or a modified form. Among other things, those restrictions/"
"obligations pertain to the licensing of the redistribution, trademark "
"rights, and export control.\n"
"\n"
"If you would like to understand what those restrictions are, please visit "
"http://fedoraproject.org/wiki/Legal/Licenses/LicenseAgreement."
msgstr ""
"ଫେଡୋରା ସ୍ଥାପନ କରିଥିବାରୁ ଧନ୍ଯବାଦ। ଫେଡୋରା ସଫ୍ଟୱେର ପ୍ଯାକେଜ ମାନଙ୍କର ଗୋଟିଏ ସଙ୍କଳନ ଅଟେ, "
"ଯେଉଁଠାରେ ପ୍ରତ୍ଯେକ ସଫ୍ଟୱେର ନିଜସ୍ବ ଲାଇସେନ୍ସ ଅଛି। ସଙ୍କଳନକୁ GNU ସାଧାରଣ ସାର୍ବଜନୀନ ଲାଇସେନ୍ସ "
"ସଂସ୍କରଣ ଅଧୀନରେ ଉପଲବ୍ଧ କରାଯାଇଛି। ଏହି ସଙ୍କେତକୁ ବ୍ଯବହାର କରିବା, ନକଲ କରିବା, କିମ୍ବା "
"ପରିବର୍ତ୍ତନ କରିବା ଉପରେ କୌଣସି ପ୍ରତିବନ୍ଧ ନାହିଁ। ତଥାପି, ସଙ୍କେତକୁ ଏହାର ପ୍ରକୃତ ରୂପରେ କିମ୍ବା ପରିବର୍ତ୍ତିତ "
"ରୂପରେ ପୁନଃବଣ୍ଟନ କରିବା ଉପରେ ପ୍ରତିବନ୍ଧ ଏବଂ ସର୍ତ୍ତ ରହିଛି। ଅନ୍ଯାନ୍ଯ ବସ୍ତୁ ମାନଙ୍କ ମଧ୍ଯରେ, ସେହି "
"ପ୍ରତିବନ୍ଧ /ସର୍ତ୍ତ ମାନଙ୍କର ପୁନଃବଣ୍ଟନ, ଟ୍ରେଡମାର୍କ ଅଧୀକାର, ଏବଂ ନିର୍ଯ୍ଯାସିତ ନିୟନ୍ତ୍ରଣ ମାନଙ୍କ ସହିତ "
"ସମ୍ବନ୍ଧ ରହିଛି।\n"
"\n"
"ଆପଣ ଯଦି ସେହି ପ୍ରତିବନ୍ଧ ଗୁଡିକ କଣ ବୋଲି ଜାଣିବା ପାଇଁ ଚାହୁଁଛନ୍ତି, ତାହାହେଲେ ଦୟାକରି http://"
"fedoraproject.org/wiki/Legal/Licenses/LicenseAgreement ରେ ଦେଖନ୍ତୁ।"
#: ../modules/eula.py:60
msgid "Understood, please proceed."
msgstr "ବୁଝିହେଲା, ଦୟାକରି ଆଗକୁ ବଢନ୍ତୁ।"
#: ../modules/welcome.py:35 ../modules/welcome.py:36
msgid "Welcome"
msgstr "ସ୍ବାଗତମ"
#: ../modules/welcome.py:45
msgid ""
"There are a few more steps to take before your system is ready to use. The "
"Setup Agent will now guide you through some basic configuration. Please "
"click the \"Forward\" button in the lower right corner to continue"
msgstr ""
"ଆପଣଙ୍କ ତନ୍ତ୍ର ଟି ବ୍ଯବହୃତ ହେବା ପୂର୍ବରୁ ସେଠାରେ ଆଉ ଅଲ୍ପ କିଛି ପଦକ୍ଷେପ ବାକି ଅଛି। ବ୍ଯବସ୍ଥାପନ ପ୍ରତିନିଧୀ "
"ଆପଣଙ୍କୁ କିଛି ମୌଳିକ ବିନ୍ଯାସ ପ୍ରକ୍ରିୟାରେ ସାହାଯ୍ଯ କରିବ। ଆଗକୁ ବଢିବା ପାଇଁ ଦୟାକରି ଦକ୍ଷିଣ ପାର୍ଶ୍ବର ତଳ "
"କୋଣରେ ଥିବା \"ଆଗକୁ\" ବଟନକୁ ଦବାନ୍ତୁ।"
#~ msgid "You must be root to run firstboot."
#~ msgstr "firstboot ଚଲାଇବା ପାଇଁ ଆପଣଙ୍କୁ ମୁଖ୍ୟ ଚାଳକ ହୋଇଥିବା ଆବଶ୍ୟକ।"
#~ msgid "No firstboot modules were found."
#~ msgstr "କୌଣସି firstboot ଏକକାଂଶ ମିଳିଲା ନାହିଁ।"
#~ msgid "Could not create any firstboot interface."
#~ msgstr "କୌଣସି firstboot ଅନ୍ତରାପୃଷ୍ଠ ସୃଷ୍ଟିକରି ପାରିଲେ ନାହିଁ।"
#~ msgid "Module %s did not set up its UI, removing."
#~ msgstr "%s ଏକକାଂଶ ତାର UI କୁ ବିନ୍ୟାସ କରିନାହିଁ, କାଢିନେଉଛି।"
#~ msgid "Skipping old module %s that has not been updated."
#~ msgstr "ପୁରୁଣା %s ଏକକାଂଶକୁ ଏଡାଇ ଦିଆଯାଉଛି ଯେଉଁଟାକି ଅଦ୍ୟତିତ ହୋଇନାହିଁ।"
#~ msgid ""
#~ "Error loading module %(module)s:\n"
#~ "%(error)s"
#~ msgstr ""
#~ "%(module)s ଏକକାଂଶକୁ ଧାରଣ କରିବା ସମୟରେ ତୃଟି:\n"
#~ "%(error)s"
#~ msgid "Module %s does not contain a class named moduleClass; skipping."
#~ msgstr "%s ଏକକାଂଶ ରେ ଏକକାଂଶ ଶ୍ରେଣୀ ନାମକ କୌଣସି ଶ୍ରେଣୀ ନାହିଁ; ଏଡାଇ ଯାଉଛି।"
#~ msgid ""
#~ "Module %(module)s does not contain the required attribute %(attr)s; "
#~ "skipping."
#~ msgstr "%(module)s ଏକକାଂଶ ଆବଶ୍ୟକୀୟ ଗୁଣ %(attr)s ଧାରଣ କରିନାହିଁ; ତେଣୁ ଏଡାଇ ଦିଆଯାଉଛି।"
#~ msgid "Undefined"
#~ msgstr "ଅପରିଭାଷିତ"
#~ msgid "You must create a user account for this system."
#~ msgstr "ଏହି ତନ୍ତ୍ର ପାଇଁ ଆପଣଙ୍କୁ ଗୋଟିଏ ଚାଳକ ଖାତା ନିର୍ମାଣ କରିବା ଉଚିତ."